ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ

ଭୁବନେଶ୍ୱର, ୬/୧୧:  ଚଳିତବର୍ଷର OJEE ରେଜଲ୍ଟ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି।  ବି.ଟେକରେ ଶୋଭିତ ପଟେଲ, ଏମ. ଟେକରେ ଶ୍ୟାମସୁନ୍ଦର ପଟେଲ, ଏମବିଏରେ ଶୁଭକାନ୍ତ ସାହୁ, ଏମସିଏରେ ଜୟଦୀପ ଦେ ଟପ୍ପର ହୋଇଛନ୍ତି।