ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର, ୩/୦୬: ନିର୍ବାଚନୀ ତାତି ଭିତରେ ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ଫଳ । www.ojee.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀମାନେ ଏହି ୱେସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ । ଏଥିରେ ପୁରା ରାଙ୍କ କାର୍ଡ ଉପଲବ୍ଧ ହୋଇଛି ।

ଟପ୍ପର ତାଲିକାରେ BPharm—ସାଗରିକା ଦାଶ, MPharm- ପଦ୍ମାଳୟା ମିଶ୍ର, ଏମବିଏ- ସୂର୍ଯ୍ୟକାନ୍ତ ପୃଷ୍ଟି
,ଏମସିଏଏ- ବ୍ରହ୍ମାନନ୍ଦ ମହରଣା, ସିଭିଲ ଇଞ୍ଜିନିୟରିଙ୍ଗ- ରବୀନ୍ଦ୍ର ସାହୁ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ- ପୂର୍ବପ୍ରିୟା ନାୟକ,
ମେକାନିକାଲ ଇଞ୍ଜିନିୟରିଙ୍ଗ- ଗୋବିନ୍ଦ ନାୟକ, କମ୍ପ୍ୟୁଟର ସାଇନ୍ସ- ଆକାଶ କୁମାର ଦାସ ଅଛନ୍ତି।