ଲାଞ୍ଚ ନେଇ ଧରାପଡ଼ିଲେ SDPO

ଭୁବନେଶ୍ୱର,୧/୬: ଲାଞ୍ଚ ନେଇ ଧରାପଡ଼ିଲେ SDPO। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ହିନ୍ଦୋଳ SDPO। ମାତ୍ର ୩୦ ହଜାର ନେଲା ବେଳେ ଧରାପଡ଼ିଛନ୍ତି SDPO ମଳୟ ନାୟକ। କାରନ୍ଦା ଛକରେ  ସେ ଲାଞ୍ଚ ନେଲା ବେଳେ କଟକ ଭିଜିଲାନ୍ସ ଧରିଛି। ସୂଚନାଯୋଗ୍ୟ ଯେ ଜଣେ ପଥର ଖଣି ଲିଜଧାରୀ ରୀଙ୍କ ଠାରୁ ଲାଞ୍ଚ ନେଉଥିଲେ।