ଗଣେଶ ମୂର୍ତ୍ତି ବିବାଦ: ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକ,୨୯/୮: ଗଣେଶ ମୂର୍ତ୍ତି ବିବାଦରେ ହସ୍ତକ୍ଷେପ କରିବାକୁ ଓଡ଼ଶା ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ଓଡ଼ଶା ଉଚ୍ଚ ନ୍ୟାୟାଳୟ ପୁଲିସ୍ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି।
ମାମଲାରେ ପୁଲିସ ପକ୍ଷରୁ ବିକୃତ ମୂର୍ତ୍ତି ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି ଦର୍ଶାଯାଇଥିଲା ପୁଲିସ ଏହା ବି ଦର୍ଶାଇଛି କି ପୂଜାକୁ ଆଉ ମାତ୍ର ୪୮ ଘଣ୍ଟା ବାକି ରହିଛି। ଆଉ ଥରେ ଯାଞ୍ଚ କରିବାକୁ ପୁଲିସ ପାଖେ ସେତେ ପର୍ଯ୍ୟାପ୍ତ ସମୟ ନାହିଁ।