ବଢୁଛି ଲୋକପ୍ରିୟତା, ଟପ୍ ୩ରେ ନବୀନ

ଭୁବନେଶ୍ୱର, ୯/୩: ବଢିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। ସ୍କଚ୍ ଗଭର୍ଣ୍ଣାନସ୍ ରିପୋର୍ଟ କାର୍ଡ ୨୦୨୧ ପ୍ରକାଶ ପାଇଛି।ସୁଶାସନ ଓ ରାଜନୀତି କ୍ଷେତ୍ରରେ ଲୋକଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି ନବୀନ। ପ୍ରଥମରେ ଆନ୍ଧ୍ରପ୍ରଦେଶ, ଦ୍ବିତୀୟରେ ପଶ୍ଚିମବଙ୍ଗ, ପଞ୍ଚମରେ ମହାରାଷ୍ଟ, ଷଷ୍ଠରେ ତେଲଙ୍ଗାନା, ସପ୍ତମରେ ୟୁପି, ଅଷ୍ଟମରେ ମଧ୍ୟପ୍ରଦେଶ
କୃଷି, ଅର୍ଥନୀତି, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ, ଇ-ଗଭର୍ଣ୍ଣାନ୍‌ସ, ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ସଫଳତା ପାଇଁ ଓଡ଼ିଶାକୁ ୩ ନମ୍ବର ସ୍ଥାନ ରେ ରହିଛି।