ଆଜିଠାରୁ ଏହିଠାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଗୁଜୁରାଟ, ୨୦/୧୧: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତଥାପି କରୋନା ସଂକ୍ରମଣ ରୋକିବାକୁ ଅହମ୍ମଦାବାଦରେ ଆଜିଠୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ଆଜିରାତି ୯ଟାରୁ ସକାଳ ୬ଟା ଯାଏଁ ଜାରି ରହିବ କଟକଣା । କରୋନା ସଂକ୍ରମଣ ବୃଦ୍ଧି ହେତୁ ଗୁଜରାଟ ସରକାର ଏହିପରି ନିଷ୍ପତ୍ତି ନେଇଥିବା ସୂଚନା ମିିଳିଛି।