ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଏନ୍‌. ଭି. ରମନ୍ନା

ନୂଆଦିଲ୍ଲୀ, ୨୪/୪: ନବନିଯୁକ୍ତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ଏନ୍‌. ଭି. ରମନ୍ନା। ସେ  ୪୮ତମ CJI ଭାବେ ଶପଥ ନେଇଛନ୍ତି । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ୨୦୨୨ ଅଗଷ୍ଟ ୨୬ ଯାଏ ଦାୟିତ୍ବରେ ରହିବେ ।