ରାଜ୍ୟର ନୂଆ ସିଇଓ ହେଲେ ଆଇଏଏସ୍ ଅଫିସର ଆର୍ ସନ୍ଥଗୋପାଳନ

ଭୁବନେଶ୍ୱର, ୨୩/୦୭:ରାଜ୍ୟର ନୂଆ ସିଇଓ କିଏ ହେବ, ତାକୁ ନେଇ ଲାଗିି ରହିିିଥିବା ଚର୍ଚ୍ଚା ଆଲୋଚନାରେ ପଡିଛି ପୂର୍ଣ୍ଣଚ୍ଛେଦ।ଆଉ ଶେଷରେ ୨୦୦୧ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ । ରାଜ୍ୟର ନୂଆ ସିଇଓ ହେଲେ ଆଇଏଏସ୍ ଅଫିସର ଆର୍ ସନ୍ଥଗୋପାଳନ ।  ଏନେଇ ଇସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।