ନେପାଳର ପ୍ରଧାନମନ୍ତ୍ରୀ ହେବେ ଶେର ବାହାଦୂର ଦେଉବା

ନୂଆଦିଲ୍ଲୀ, ୧୨/୭: ନେପାଳର ପ୍ରଧାନମନ୍ତ୍ରୀ ହେବେ ଶେର ବାହାଦୂର ଦେଉବା ।  ୨ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଦେଉବାଙ୍କୁ ପିଏମ୍‌ ଭାବେ ନିଯୁକ୍ତ କରିବା ପାଇଁ ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି।  ୫ମାସ ମଧ୍ୟରେ ଦ୍ଵିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃସ୍ଥାପନ କରିଛନ୍ତି କୋର୍ଟ ।