ନେପାଳରେ ବିମାନ ଦୁର୍ଘଟଣାରେ ୪ ଓଡ଼ିଆ

ଭୁବନେଶ୍ୱର,୨୯/୫: ନେପାଳରେ ବିମାନ ଦୁର୍ଘଟଣାରେ ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରୁ ୪ ଓଡ଼ିଆ ଓ ଗୋଟିଏ ପରିବାରର ସୂଚନା ମିଳିଛି। ୪ ଓଡ଼ିଆ ହେଉଛନ୍ତି ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ, ବୈଭବୀ ତ୍ରିପାଠୀ। ନେପାଳ ବୁଲି ଯାଇଥିବା ବେଳେ ପ୍ଲେନ୍ କ୍ରାସ୍ ଦୁର୍ଘଟଣା ସ୍ଥଳ ଯାଞ୍ଚ କରୁଛି ନେପାଳ ସେନା ହେଲିକପ୍ଟର।