ନାଉଗାଁ ଥାନା ଏସଆଇ ନିଲମ୍ବିତ

ଜଗତସିଂହପୁର, ୨୧ା୧୦(ଦି ପ୍ରଗତି ନ୍ୟୁଜ୍): ନାଉଗାଁ ଥାନା ଏସଆଇ ବିବେକାନନ୍ଦ ସାହୁ ଆଜି ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ଜଗତସିଂହପୁର ଏସପି । ସେ କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ନିଲମ୍ବନ ହୋଇଛନ୍ତି । ମଦ ମାଫିଆଙ୍କ ସହ କଥା ହୋଇଥିବାର ଅଡ଼ିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।