ଖୋଲିଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍

ଭୁବନେଶ୍ୱର, ୧୭ା୧୦: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ ଖୋଲିଛି ବିଏମସି । ସିଲ୍ କରିବାର ୮ଦିନ ପରେ ଅଫିସ୍ ଖୋଲିଛି ବିଏମସି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାର କୋଭିଡ଼ ନିୟମ ଲାଗୁ କରିଛନ୍ତି । ସେହି କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରେ ବିଏମସି ଅପରାଜିତାଙ୍କ  ଅଫିସ ସିଲ୍ କରିଥିଲା । ୧୫ଦିନ ପାଇଁ ଅଫିସ ସିଲ୍ କରିଥିଲା ଅଫିସ୍ ।