ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ

ନୂଆଦିଲ୍ଲୀ, ୨୧/୧୨: ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ ଘଟିଛି । ୯୩ ବର୍ଷ ବୟସରେ ଆଖି ବୁଜିଲେ ମୋତିଲାଲ ଭୋରା । ୨ ଦିନ ତଳେ ପରିଶ୍ରା ସଂକ୍ରମଣ ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।