ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର, ୧୦/୬: ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।  ଆଗାମୀ ୪୮ ଘଣ୍ଟାରେ ଓଡ଼ିଶାର ଅନ୍ୟ ଭାଗରେ ପ୍ରବେଶ କରିବ । ମୌସୁମିର ଅଗ୍ରଗତି ପାଇଁ ସ୍ଥିତି ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ୩ ତାରିଖ ଦିନ କେରଳ ଛୁଇଁଥିଲା ମୌସୁମୀ।