କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର, ୩/୬:କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିିଳିଛି।କେରଳର ଦକ୍ଷିଣ ଭାଗରେ ସ୍ପର୍ଶ କରିଛି ମୌସୁମୀ । ସେହିପରି ଓଡ଼ିଶାରେ ବହୁତୁ ଶୀଘ୍ର ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଇଛି। ସାଧରଣତଃ ଜୁନ୍ ୮ ତାରିଖ ବେଳକୁ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରେ । କିନ୍ତୁ ଏ ଥର ୧୪ ତାରିଖ ଅର୍ଥାତ୍ ରଜ ବେଳକୁ ମୌସୁମୀ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।