କାଲିଠାରୁ ସମସ୍ତ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର,୩୦/୧୧: ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହାରି ମଧ୍ୟରେ ଆସନ୍ତା କାଲିଠାରୁ ସମସ୍ତ ରୁଟ୍‌ରେ ମୋ ବସ୍‌ ଚାଲିିିବ । କେବଳ ୨୯ ନମ୍ବର ରୁଟ୍‌ରେ ବସ୍‌ ଚାଲିବ ନାହିଁ । ରାଜଧାନୀ କ୍ଷେତ୍ରରେ ୨୨ଟି ରୁଟ୍‌ରେ ମୋଟ ୧୪୪ଟି ବସ୍‌ ଚାଲିବ।