ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ 

ଭୁବନେଶ୍ୱର, ୩/୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସାଇବର ଥାନାର କେସ୍‌ ନମ୍ବର-୨୬ ଅନୁସାରେ ଗିରଫ କରିିଛି ପୋଲିସ । ତାଙ୍କୁ IPCର ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୪୨୦-B ଦଫା ଲାଗିଛି ଏବଂ IT ଆଇନର ୬୬ସି ଓ ୬୬ଡି ଦଫା ଲାଗିଥିବା ସୂଚନା ମିିଳିଛି।