ମାର୍ଚ୍ଚ ୩୧ ଯାଏ ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ଅବଧି

ଭୁବନେଶ୍ୱର, ୨୭/୧୨: ମାର୍ଚ୍ଚ ୩୧ ଯାଏ ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ଅବଧି। LL ଅବଧି ବୃଦ୍ଧି କରିଛି ରାଜ୍ୟ ପରିବହନ ଅଥରିଟି। ପୂର୍ବରୁ ଲର୍ଣ୍ଣର୍ସ ଲାଇସେନ୍ସର ସମୟ ସୀମା ଥିଲା ଡିସେମ୍ବର ୩୧ ।