ପଶ୍ଚିମବଙ୍ଗରେ ଆରମ୍ଭ ହେଲା ମାଆ ଯୋଜନା

ପଶ୍ଚିମବଙ୍ଗ,୧୫/୨: ଆଜି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ  ‘ମାଆ’ ଯୋଜନା ଆରମ୍ଭ କରିଛନ୍ତି। ଆରମ୍ଭ କରାଯାଇଥିବା ଏହି ‘ମାଆ’ ଯୋଜନାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି। ମିଲ ରେ ଭାତ, ଡାଲି , ସାଧା ଓ ଅଣ୍ଡା ତରକାରୀ ମିଳିବ। ଏହାସହ ଭାତ ର ମୂଲ୍ୟ ୫ ଟଙ୍କା ଥିବା ବେଳେ ପ୍ରତି ମିଲ୍‌ ପିଛା ୧୫ ଟଙ୍କା ବହନ କରିବେ ରାଜ୍ୟ ସରକାର । ମିଳିବ ଖାଦ୍ୟ ସବୁ ସ୍ବୟଂ ସହାୟକ ଗୋଷ୍ଠୀ ରାନ୍ଧିବେ ବୋଲି ସୂଚନା ମିଳିଛି।