କମିଲା LPG ଦର

ନୂଆଦିଲ୍ଲୀ,୧/୬: ତେଲ ପରେ କମିଲା LPG ଦର। କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍‌ ୧୩୫ ଟଙ୍କା ହ୍ରାସ ପାଇଛି। ଦିଲ୍ଲୀରେ ୨୨୧୯, କୋଲକାତାରେ ୨୩୨୨, ମୁମ୍ବାଇରେ ସିଲିଣ୍ଡର ଦାମ ୨୧୭୧.୫୦ ଟଙ୍କାକୁ ହ୍ରାସ ପାଇଥିବା ସୂଚନା ରହିଛି। କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡର ଦାମ ଅପରିବର୍ତ୍ତିତ ରହିିଛି।