ଅନ୍ତର୍ଜାତୀୟ ମହିଳା ହକିରୁ ଓଡ଼ିଆ ଝିଅ ଲିଲିମା ମିଞ୍ଜଙ୍କ ଅବସର ଘୋଷଣା

ଭୁବନେଶ୍ୱର, ୧୩/୧: ଅନ୍ତର୍ଜାତୀୟ ମହିଳା ହକିରୁ ଓଡ଼ିଆ ଝିଅ ଲିଲିମା ମିଞ୍ଜ ଅବସର ଘୋଷଣା କରିିିଛନ୍ତି। ଅନ୍ୟପଟେ ଆଗାମୀ ଭବିଷ୍ୟତ ପାଇଁ ଲିଲିମାଙ୍କୁ ଅଭିନନ୍ଦନ ଜଣାଇଛି ହକି ଇଣ୍ଡିଆ। ଗତ ୧୦ ବର୍ଷ ଧରି ଭାରତୀୟ ହକିକୁ ତାଙ୍କର ବହୁ ଅବଦାନ ରହିଛି ବୋଲି ହକି ଇଣ୍ଡିଆ କହିଛି। ଲିଲିମା ଭାରତୀୟ ମହିଳା ହକି ଦଳର ଜଣେ ଅଭିଜ୍ଞ ମିଡ୍ ଫିଲ୍‌ଡର୍‌। ଦୁଇ ଥରର ଏସିଆନ୍ ଗେମ୍ସ ପଦକ ବିଜେତା ଦଳର ସଦସ୍ୟ ଅଛନ୍ତି ଲିଲିମା ।