ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ ବନ କର୍ମଚାରୀ

ଭୁବନେଶ୍ୱର୨୮/୧୧: ବୌଦ୍ଧ ଲକଡପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ୫୦ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଞ୍ଜେଇ ଗଛ ନଷ୍ଟ କରିବାକୁ ଯାଇଥିଲେ ବନ କର୍ମଚାରୀ । ତେବେ ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ଓ ତାର ଜବତ ହୋଇଛି । ବନବିଭାଗ ଗାଡି ଉଡାଇବା ପାଇଁ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା ।