କର୍ଣ୍ଣାଟକରେ କଂଗ୍ରେସ ସରକାର

ଅନ୍ୟପଟେ ରାଜ୍ୟରେ ଦଳର ବିପୁଳ ବିଜୟ ପରେ ସମସ୍ତଙ୍କ ଦୃଷ୍ଟି ଏବେ ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟାଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ରହିଛି । ଏହି ଦୁଇଜଣ ଟାଣୁଆ ନେତାଙ୍କ ମଧ୍ୟରୁ ଜଣକୁ ବାଛିବା ଦଳର ହାଇକମାଣ୍ଡ ପାଇଁ ଏକ ଚ୍ୟାଲେଞ୍ଜ୍ ହୋଇପାରେ ।