ଚାଷୀଙ୍କୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ

ଭୁବନେଶ୍ୱର, ୧୨/୨: ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଯାଇଛି। ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯାଇଛି। ଡିବିଟି ମାଧ୍ୟମରେ ଏହାକୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫୩.୫ ଲକ୍ଷ ଚାଷୀ  ପରିବାର ଏଥିରେ ଉପକୃତ ହେବେ।