ଗଣମାଧ୍ୟମକୁ ଲୋକସେବା ଭବନ ଛଡ଼ାଯାଉ: ନରସିଂହ

ଭୁବନେଶ୍ୱର,୩୧/୩: ତୁରନ୍ତ ଗଣମାଧ୍ୟମକୁ ଲୋକସେବା ଭବନ ଛଡ଼ାଯିବାକୁ ଦାବି କରିଛନ୍ତି ନରସିଂହ। ଲୋକସେବା ଭବନ ଓ ବିଧାନସଭାକୁ ଛାଡ଼ିବାକୁ ଦାବି କରିିଛନ୍ତି ନରସିଂହ ମିଶ୍ର।ବିଧାନସଭା ଶୂନ୍ୟକାଳରେ ଏହିପରି ପ୍ରସଙ୍ଗ ଉଠାଇ ଦାବି କରିଛନ୍ତି ବିଧାୟକ ନରସିଂହ। ଗଣମାଧ୍ୟମକୁ ଛଡ଼ାନଗଲେ ଏହା ଗଣତନ୍ତ୍ର ପ୍ରତି କ୍ଷତିକାରକ ବୋଲିି ସେ କହିଛନ୍ତି।