ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା ଜିତିନ ପ୍ରସାଦ

ଭୁବନେଶ୍ୱର, ୯/୬: ଆଜି ବିଶିଷ୍ଟ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ସାମିଲ ହୋଇଛନ୍ତିି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି ଜିତିନ । ମନମୋହନଙ୍କ ସରକାର ବେଳେ କେନ୍ଦ୍ରମନ୍ତ୍ରୀ ଥିଲେ ଜିତିନ ପ୍ରସାଦ । ଦିବଂଗତ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ଜିତିନ ପ୍ରସାଦ ।