ଜଳୁଛି ରାଜ୍ୟ, ୪୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତରେ ଅଛି ଝାରସୁଗୁଡା

ଭୁବନେଶ୍ୱର,୧୩/୪: ରାଜ୍ୟରେ ଏବେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ  ୪୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ରେ ରହିଛି ଝାରସୁଗୁଡା। ସେହିିପରି ସୋନପୁର-୪୩.୯,
ବଲାଙ୍ଗିର-୪୩.୨, ଟିଟିଲାଗଡ଼-୪୩.୯, ଅନୁଗୁଳ-୪୨.୭, ବୌଦ୍ଧ-୪୨, ସମ୍ବଲପୁର-୪୧.୬, ତାଳଚେର-୪୧.୬,
ଭବାନୀପାଟଣା-୪୧.୫, ସୁନ୍ଦରଗଡ଼-୪୧.୫, ପାରଳାଖେମୁଣ୍ଡି-୪୦.୫, ହୀରାକୁଦ-୪୦.୩ ଡିଗ୍ରୀ ରହିଛି।