ଜୁଲାଇ ୩ରେ  JEE ଆଡ୍‌ଭାନ୍‌ସଡ

ନୂଆଦିଲ୍ଲୀ,୭/୧୧: ଜୁଲାଇ ୩ରେ  JEE ଆଡ୍‌ଭାନ୍‌ସଡ ପରୀକ୍ଷା ହେବ।IIT ଖଡଗପୁର ପରିଚାଳିତ କରିବ ଏହି ପରୀକ୍ଷା ।ଚଳିତବର୍ଷରେ ବି ପରୀକ୍ଷା ନିୟମ କୋହଳ ହେଲା । +2ରେ ୭୫ ପ୍ରତିଶତ ନମ୍ବର ବାଧ୍ୟତାମୂଳକ ନୁହେଁ ।ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି।