ଇରଫାନ୍ ପଠାନଙ୍କୁ କରୋନା

ନୂଆଦିଲ୍ଲୀ, ୩୦/୦୩: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରିମଧ୍ୟରେ ଇରଫାନ୍ ପଠାନଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ସେ ଏନେଇ ଟ୍ୱିଟ୍ କରି କହିଛନ୍ତି ଯେ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି। ଏହାସହ କୋଭିଡ୍ ନିୟମ ପାଳନ କରିବାକୁ ଜନତାଙ୍କୁ ସେ ଅପିଲ୍ କରିିିଛନ୍ତି। ଏହା ପୂର୍ବରୁ ତାଙ୍କ ଭାଇ ୟୁସୁଫ୍ ପଠାନଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ସେହିପରି ପୂର୍ବରୁ ସଚିନ, ବଦ୍ରିନାଥଙ୍କ ଭଳି ପୂର୍ବ କ୍ରିକେଟର ପଜିଟିଭ ଚିହ୍ନଟ ହୋଇଛନ୍ତି ।