ଅତିରିକ୍ତ ଡିଜି ପାହ୍ୟାକୁ IPS ଅରୁଣ ବୋଥ୍ରାଙ୍କ ପଦୋନ୍ନତି

ଭୁବନେଶ୍ୱର, ୨୯/୧୨: ଅତିରିକ୍ତ ଡିଜି ପାହ୍ୟାକୁ IPS ଅରୁଣ ବୋଥ୍ରାଙ୍କ ପଦୋନ୍ନତି ହୋଇଛି। ୧୯୯୬ ବ୍ୟାଚ୍‌ର ହେଉଛନ୍ତି IPS ଅରୁଣ ବୋଥ୍ରା । ସେହିପରି ସଞ୍ଜୟ ସିଂହ ଓ ସୁନୀତା କାକରନ୍‌ଙ୍କୁ ମଧ୍ୟ ପଦୋନ୍ନତି କରାଯାଇଛି। ADG ପାହ୍ୟାକୁ ସଞ୍ଜୟ ଓ ସୁନୀତାଙ୍କ ପଦୋନ୍ନତି କରାଯାଇଛି।