ଆସନ୍ତା ୩ ଦିନ ବନ୍ଦ ରହିବ ସୂଚନା କମିସନ ଅଫିସ

ଭୁବନେଶ୍ୱର,୨୫/୧: ରାଜ୍ୟରେ କଁ ରୋନା ସଂକ୍ରମଣ ଦୈନିକ ୫ହଜାର ଉପରେ ରହୁଛି। ତେଣୁ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା୩ ଦିନ ବନ୍ଦ ରହିବ ସୂଚନା କମିସନ ଅଫିସ। ଆସନ୍ତା ୨୭ରୁ ଜାନୁଆରି ୨୯ ଯାଏ ବନ୍ଦ ରହିବ ସୂଚନା କମିସନ ଅଫିସ।
ଅନ୍ୟପଟେ ଆଗକୁ ରାଜ୍ୟରେ କଁ ରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ର ଗୋଷ୍ଠୀ ସଂକ୍ରମଣ ର ସମ୍ଭାବନା ରହିଛି।