ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ

ନୂଆଦିଲ୍ଲୀ, ୧୯/୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ କରିଛି। ବ୍ରିସ୍‌ବେନ୍‌ରେ ମ୍ୟାଚ୍‌ ସହ ସିରିଜ ହାତେଇଛି ଭାରତ। ୪ ଟିକିଆ ସିରିଜ୍‌କୁ ୨-୧ରେ ଜିତିଲା ଭାରତ। ଭାରତ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୯୧ ରନ୍‌ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ବ୍ରିସ୍‌ବେନ୍‌ରେ ସର୍ବାଧିକ ରନ୍‌ ଚେଜ୍‌ କଲା ଭାରତ। ବ୍ରିସ୍‌ବେନ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିଲା ଭାରତ। ୧୯୮୮ ପରଠୁ କେବେ ବି ଗାବାରେ ହାରିନି ଅଷ୍ଟ୍ରେଲିଆ ।