ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ,୪/୧୨: ଦିନିକିଆର ଟି-ଟ୍ୱେଣ୍ଟିରେ ବଦଲା ନେଇଛି ଟିମ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟିରେ ୧୧ ରନରେ ବିଜୟୀ ହୋଇଛି ଭାରତ ।