ପାକିସ୍ତାନ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଭୁବନେଶ୍ୱର, ୨୪/୧୦: ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ ଚାଲିିିଛି। ଟସ୍‌ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ।୨୦ ଓଭରରେ ଭାରତ  ୭ ୱିକେଟ୍‌ ହରେଇ ୧୫୧ ରନ୍‌ କରିଛି।  ଭାରତ ପକ୍ଷରୁ ବିରାଟ କୋହଲିଙ୍କ ସର୍ବାଧିକ ୫୭ ରନ୍‌ କରିଥିବା ବେଳେ ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦଙ୍କ ସର୍ବାଧିକ ୩ଟି ୱିକେଟ୍‌ ନେଇଛନ୍ତି।