ଟି-ଟ୍ୱେଣ୍ଟି ବିଶ୍ୱକପ୍ : ହାରିଲା ଭାରତ

ନୂଆଦିଲ୍ଲୀ, ୨୪/୧୦:  ଦୁବାଇ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତକୁ ହରାଇଛି ପାକିସ୍ତାନ। ୧୫୨ ରନ୍‌ କରି ୧୦ ୱିକେଟ୍‌ରେ ଜିତିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ଭାରତ  ୧୫୧ ରନ୍ କରିଥିଲା। ସୂଚନାଯୋଗ୍ୟ ଯେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ ଚାଲିିିଥିଲା। ଟସ୍‌ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।