ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର, ୮/୨: ପୁଣି ବଢ଼ିଲା ବସ୍ ଭଡ଼ା । ସାଧାରଣ ବସ୍‌ଭଡ଼ା କିଲୋମିଟର ପିଛା ୬ ପଇସା ବୃଦ୍ଧି ପାଇ । ଏକ୍ସପ୍ରେସ ଭଡ଼ା ୭ ପଇସା ଓ ସେହିପରି ଡିଲକ୍ସ ବସ୍ ଭଡା ୨ ପଇସା ବଢ଼ିଥିବା ସୂଚନା ରହିଛି। ଏସି ଡିଲକ୍ସ ଭଡ଼ା ୮ ପଇସା ଓ  ସୁପର ପ୍ରିମିୟମ ୨ ଟଙ୍କା ୧୭ ପଇସା ବଢ଼ିଛି।