ବଡ ଖବର: ଦିଲ୍ଲୀରେ ବିସ୍ଫୋରଣ

ନୂଆଦିଲ୍ଲୀ, ୨୯/୧:  ଦିଲ୍ଲୀରେ ବିସ୍ଫୋରଣ ଘଟିଛି। ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।IED ବିସ୍ଫୋରଣରେ ୩ଟି କାର୍‌ କ୍ଷତିଗ୍ରସ୍ତ ହୋଇଥିବା ସୂଚନା । ଘଟଣାସ୍ଥଳରେ ୩ଟି ଦମକଳ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିିଛି।କିନ୍ତୁ ଏବେ ବି ମୃତାହତ ସମ୍ପର୍କରେ  ସୂଚନା ମିଳିି ପାରିନାହିଁ।