ଆଇଡ଼ି ବିସ୍ଫୋରଣ, ଦୁଇ ଯବାନ ସହିଦ

ଝାଡ଼ଖଣ୍ଡ, ୪ା୩: ଆଜି ସକାଳ ପ୍ରାୟ ୮ଯ ୪୫ ମିନିଟରେ ଝାଡ଼ଖଣ୍ଡର ପଶ୍ଚିମ ସିଂହବୁମର ହୋୟାହଟୁ ଗ୍ରାମର ଜଙ୍ଗଲରେ ନକ୍ସଳ ମାନେ ଖଞ୍ଜିଥିବା ଆଇଡ଼ି ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଝାଡ଼ଖଣ୍ଡ ଜାଗୁଆରର ୨ଜଣ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ସେଠାରେ ବ୍ୟାପକ ସର୍ଚ୍ଛ ଅପରେସନ ଜାରି ରହିଛି । ସେଥିରେ ଥିବା ଜଣେ ୧୯୭ ବାଟାଲିଅନର ସିଆରପିଏଫଯବାନ ।