ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ ସୂଚନା

ଭୁବନେଶ୍ୱର, ୨୪/୭: ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୁଳି ଚଳାଇଥିଲା।ବାରିପଦା ଜେଲ୍ ନିଆଯାଉଥିବା ବେଳେ ବାରିପଦାର ସିିମୁୁଳିଆ ନିକଟରେ ଏନ୍‌କାଉଣ୍ଟର କରାଯାଇଥିଲା। କିଛିଦିନ ତଳେ କଟକ SCB ମେଡିକାଲରୁ ଖସି ଯାଇଥିଲା ହାଇଦର । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଚୌଦ୍ୱାର ଜେଲ୍ ରେ ରହୁଥିଲା।