ରାଜ୍ୟର ସରକାରୀ ITI ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼

ଭୁବନେଶ୍ୱର, ୩/୨: ରାଜ୍ୟର ସରକାରୀ ITI ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି । ହଷ୍ଟେଲ ଫି ଛାଡ଼ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ସେଥିରେ ଉପକୃତ ହେବେ ୩୦ ହଜାର ସରକାରୀ ITI ଛାତ୍ରଛାତ୍ରୀ । 2020 ଏପ୍ରିଲରୁ ଡିସେମ୍ବର ୯ମାସ ଯାଏ ହଷ୍ଟେଲ ଫି ଦେବେନି ଛାତ୍ରଛାତ୍ରୀ ।