ଜୁନ୍‌ ୧୬ରୁ ଖୋଲିବ ଦେଶର ସବୁ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ

ନୂଆଦିଲ୍ଲୀ, ୧୪/୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ତେଣୁ କରୋନା ଚେନ ଭାଙ୍ଗିବା ପାଇଁ ଦେଶରେ ଲକ ଡାଉନ ଓ ସଟଡାଉନ କରିଥିଲେ କେନ୍ଦ୍ର ସରକାର। ଏହାସହ ସବୁ ବନ୍ଦ ରଖାଯାଇଥିଲା। ଏହାରିମଧ୍ୟରେ ଜୁନ୍‌ ୧୬ରୁ ଖୋଲିବ ଦେଶର ସବୁ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ । କେନ୍ଦ୍ର ସରକାରଙ୍କ ପରିଚାଳିତ ଏହି ସ୍ଥଳଗୁଡ଼ିକ କୋଭିଡ ପାଇଁ ବନ୍ଦ ଥିଲା । ASI ଦ୍ବାରା ପରିଚାଳିତ ସଂଗ୍ରହାଳୟଗୁଡ଼ିକ ମଧ୍ୟ ୧୬ରୁ ଖୋଲିବ ବୋଲି ସୂଚନା ମିିଳିଛି।