ପ୍ରବଳ ଖରାରେ ଛଟପଟ ସାରା ରାଜ୍ୟ

ଭୁବନେଶ୍ୱର,୧୯/୪: ରାଜ୍ୟରେ ପ୍ରବଳ ଖରା ଓ ଗରମ  ଅନୁଭୂତ ହେଉଛି। ୪୪.୪ ଡିଗ୍ରୀ ସହ ଆଜି ସୋନପୁର ସର୍ବାଧିକ ଉତ୍ତପ୍ତ ସହର ଥିବା ବେଳେ ୪୩.୩ ଡିଗ୍ରୀ ସହ ବଲାଙ୍ଗିର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ ରହିଛି। ବଲାଙ୍ଗିରରେ ୪୪.୩ ଡିଗ୍ରୀ, ତାଳଚେରରେ ୪୦.୬, ଭଦ୍ରକଓ ଢେଙ୍କାନାଳରେ ୪୦ ଓ ଦେବଗଡ଼ରେ ୪୨ ଡ଼ିଗ୍ରୀ ତାପମାତ୍ରା ରହିଛି।