କୋଭିଡ ଟିକାକରଣ ନେଇ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା

ଭୁବନେଶ୍ୱର, ୫/୨: କୋଭିଡ ଟିକାକରଣ ନେଇ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯଦି କେହି ଟିକା ନନେଲେ ମାସକର ଦରମା ଦିଆଯିବ ନାହିଁ । ଏହାସହ ଭତ୍ତା ବି ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ।ଦରମା ବନ୍ଦ ନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଏ ପ୍ରସଙ୍ଗରେ କିଛି ମତାମତ ଦେଇପାରିବି ନାହିଁ ।