୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୬/୭: ଆଜି ୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କର୍ଣ୍ଣାଟକରେ ଥାୱରଚନ୍ଦ ଗେହଲଟ ହୋଇଛନ୍ତି ରାଜ୍ୟପାଳ। ସେହିପରି
ହରି ବାବୁ କାମ୍ଭମପତି  ମିଜୋରାମ ରାଜ୍ୟପାଳ, ମଧ୍ୟ ପ୍ରଦେଶ ରେ ମଙ୍ଗୁଭାଇ ଛଗନ ଭାଇ ପଟେଲ, ହିମାଚଳ ପ୍ରଦେଶର ରେ ରାଜେନ୍ଦ୍ର ବିଶ୍ବନାଥ ଅରଲେକର, ହରିୟାଣା ରେ ବନ୍ଦାରୁ ଦତ୍ତାତ୍ରେୟ,ଗୋଆର ପି.ଏସ୍‌. ଶ୍ରୀଧରନ ପିଲ୍ଲାଇ , ରମେଶ ବୈଶ  ଝାଡ଼ଖଣ୍ଡର, ସତ୍ୟଦେବ ନାରାୟଣ ଆର୍ଯ୍ୟ ହୋଇଛନ୍ତି ତ୍ରିପୁରାର ରାଜ୍ୟପାଳ ।