ଭୁବନେଶ୍ୱର,୧୬/୦୩: ବଜାରରେ ସୁନା ଓ ରୁପା ଦର ଆକାଶଛୁଆଁ ହେବାରେ ଲାଗିଛି । ଭୁବନେଶ୍ବରରେ ପ୍ରମୁଖ ସୋରୁମ୍ଗୁଡ଼ିକରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୯ ,୮୧୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୪,୦୮୦ ଟଙ୍କା ହୋଇଛି । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୬୯,୭୮୦ ଟଙ୍କା ହୋଇଛି । ସେହିପରି ୧୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୫,୫୬୦ ଟଙ୍କା ହୋଇଛି । ୨୦ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୬,୬୭୦ ଟଙ୍କା ହୋଇଛି । ଗତକାଲି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୯,୯୬୩ ଟଙ୍କା ହୋଇଥିଲା । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୨,୪୮୩ ହୋଇଥିଲା ।