ଜୁଲାଇ ୩୧ ଯାଏ ବନ୍ଦ ରହିବ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ

ନୂଆଦିଲ୍ଲୀ, ୩୦/୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଏବେ ବି ଟଳିନି। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଜୁଲାଇ ୩୧ ଯାଏ  ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ ରହିବ। କେବଳ ନିର୍ଦ୍ଦିଷ୍ଟ ଆକାଶ ପଥରେ ବିମାନ ଚଳାଚଳକୁ ମିଳିବ ଅନୁମତି। ମାଲବାହୀ ଓ DGCA ଅନୁମତି ପ୍ରାପ୍ତ ବିମାନକୁ  ଅନୁମତି ମିଳିବ ବୋଲି ସୂଚନା ମିଳିଛି।