ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ?

ଭୁବନେଶ୍ୱର, ୧୧/୦୮: ଅଗଷ୍ଟ ୧୫ତାରିଖରେ ସାରା ଦେଶ ପାଳିବ ସ୍ୱାଧୀନତା ଦିବସ । ତେବେ ଚଳିତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହୋଇଥିବା ବେଳେ କିଏ କେଉଁ ସ୍ଥାନରେ ପତାକା ଉତ୍ତୋଳନ କରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି ସୂଚନା । ଏହି ତାଲିକାରେ ୩୨ଜଣଙ୍କ ନାଁ ରହିଛି ।