ବଡ଼ ଖବର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୧/୧୨: ରାଜ୍ୟରେ ଏବେ କ ରୋନା ସଂକ୍ରମଣ କମିଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ଚିନ୍ତା ଘାରିଛି ଓମିକ୍ରନ। ଏହାରିମଧ୍ୟରେ ଆଜିି ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜେନମ ସିକ୍ୱେନସିଙ୍ଗ ପରେ ILS ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଜଣେ କାତାରରୁ ଓଡ଼ିଶାକୁ ଫେରିଥିଲେ ।