ପୁରୀ ବସ୍‌ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ

ପୁରୀ, ୧୫/୩: ପୁରୀ ବସ୍‌ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେଠାରେ ୪ଟି ବସ୍‌ରେ ନିଆଁ ଲାଗିଛି। ନିଆଁ ଲିଭା କାର୍ଯ୍ୟରେ ୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି।