ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ

ଭୁବନେଶ୍ୱର, ୪/୪: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ ହୋଇଛନ୍ତି। ନକଲି ଡାକ୍ତରଙ୍କ ଅସଲି ଡାକ୍ତର ପତ୍ନୀ କମଳା ସ୍ୱାଇଁ ଗିରଫ ହୋଇଥିବା ନେଇ ସୂଚନା ମିଳିଛି। ଦ୍ବିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଛି କମିଶନରେଟ୍ ପୋଲିସ। ସେ ଗୁଜରାଟର ଜାମନଗରରେ କାମ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ଘଟଣା ପରଠୁ ସେ ଫେରାର ଥିଲେ ।